ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ଲିଗର ନିରନ୍ତର ଚର୍ଚ୍ଚାରେ ରହିଛି । ଏହି ସମୟରେ ଧର୍ମ ପ୍ରଡକ୍ସନ୍ସ ସୋସିଆଲ ମିଡିଆରେ ଫିଲ୍ମ ଲିଗରର ପ୍ରଥମ ଗୀତ ଅକଡି-ପାକଡିର ଟିଜର ମୁକ୍ତିଲାଭ କରିଛି । ଏହି ଗୀତରେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଏକ ଭିନ୍ନ ଶୈଳୀରେ ଅଭିନୟ କରିଛନ୍ତି । ତେବେ ଦକ୍ଷିଣ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଲିଗର୍, ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ୨୫ ଅଗଷ୍ଟ ୨୦୨୨ ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଫିଲ୍ମରେ ବକ୍ସର ମାଇକ ଟାଇସନ ମଧ୍ୟ ନଜର ଆସିବେ ।
https://thetopmost.in/south-movie-success-make-irritate-bollywood-celebrity/
https://thetopmost.in/a-feature-about-life-story-of-actress-sayani-gupta/
More Stories
ହଜାରେ ସମସ୍ୟାର ଗୋଟିଏ ସମାଧାନ
ମୁହଁରେ ଦାଗ ଓ ଗାତ ହୋଇଛି କି
ଓଜନ ନିୟନ୍ତ୍ରଣ କରିବାରେ ସୁପର ଫୁଡ୍ ତେନ୍ତୁଳି